ଶମୀ

ଉଇକିଅଭିଧାନ‌ରୁ

ଶମୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଶମ, ଶମ୍ୱା)[ସମ୍ପାଦନା]

୧. ଢିଙ୍କିର ଥୋର ବା ପାହାରର ଅଗରେ ଲାଗିବା ଲୌହ ବଳୟ —୧. The iron ring surrounding the head of the pestle of a Ḍhiṅki.
୨. ମୂଷଳର ବା ମୃଦ୍ଗରର ବା ଯଷ୍ଟିର ମୁଣ୍ଡରେ ଜଡ଼ିତ କରା ଯାଇଥିବା ଲୌହ ବଳୟ —୨. An iron ring put round the head of a mace, cudgel or pestle.
୩. ଚିତ୍ରକରମାନଙ୍କର ପଶାର ଗୋଟୀ ବା ସାର କାଟିବା ଅସ୍ତ୍ର ବିଶେଷ —୩. An instrument used by painters to cut the balls or pieces used in chess and other games.
୪. ଶଗଡ଼ ଚକର ମଧ୍ୟପିଣ୍ଡସ୍ଥିତ କଣା ଚାରିପାଖେ ଲାଗିବା ଲୁହା ବଳୟ —୪. The thick ring put inside the nave of a wheel.



ଶମୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବି—(ଶବ୍ଦ ଧାତୁ=ଶାନ୍ତ କରିବା+କର୍ତ୍ତୃ. ଇ, ଈ, ଏହା ପୀଡ଼; ଶାନ୍ତ କରେ ବୋଲି)[ସମ୍ପାଦନା]

୧. ଶୁମି ବା ଶାଇଁ ଗଛୃ ୧. The spung tree Prosopis Spicigera; Adenanthera Spicigera (Kirttikar).

[ଦ୍ରଷ୍ଟବ୍ୟ —ଏହା ଏକ ପ୍ରକାର କଣ୍ଟା— କୁସୁମ ଗଛ, ଓ ବବୁର ଜାତୀୟ ଏହାର କାଠ ହୋମରେ ସମିଧ ରୂପେ ବ୍ୟବହୃତ ହୁଏ ଏହାର ଛାଲ ଧଳା ଓ ଫଟାଫଟା; ପୁରାତନ ବଡ଼ ଗଛର ମଞ୍ଜ କଳା; ଶାଖା ଓ ପଲ୍ଲବରେ କଣ୍ଟା ଥାଏ; ପତ୍ର ଦ୍ୱିପକ୍ଷ ଓ ପର୍ଣ୍ଣ ୭ ଠାରୁ ୧ ଯୋଡ଼ା ଫୁଲ ଛୋଟ, ହଳଦିଆ ଓ କଦମ୍ୱ ଫୁଲର ଆକୃତିବିଶିଷ୍ଟ ଓ କେଶରଯୁକ୍ତ; ମଞ୍ଜି ଚେପଟା ଓ କଳା, ଛୁଇଁ ତେପଟା ଓ ୮/୧: ଆଙ୍ଗୁଳ ଲମ୍ୱା ଫୁଲରୁ ଛତୁଆ ପରି ଈଷିତ୍ ମିଷ୍ଟ ଗୁଣ୍ଡ ଜନ୍ମେ ଏହି ଗୁଣ୍ଡା ମନୁଷ୍ୟର ଖାଦ୍ୟ ରାଜପୁତାନା, ପଞ୍ଜାବ, ବୋମ୍ୱାଇ ଓ ଓଡ଼ିଶାରେ ଏ ଗଛ ଦେଖାଯାଏ ପୂର୍ବ— କାଳରେ ଦୁଇଖଣ୍ଡି ଶମି କାଠ ଘଷି ଅଗ୍ନି ଉତ୍ପାଦନ କରା ଯାଉଥିଲା ଏହାର କାଠ ଖୁବ୍ ଦୃଢ଼ ବୈଦ୍ୟ ଶାସ୍ତ୍ର

ଅନୁସାରେ ଏହି ତିକ୍ତକଟୁକଷାୟ, ଶୀତବୀର୍ଯ୍ୟ, ରେଚକ ଓ ଲଘୁ ଏହା କଫ, କାଶ, ଶ୍ୱାସ, କୁଷ୍ଠ, ଅର୍ଶ ଓ କୃମି ରୋଗରେ ଉପକାରୀ ଏ ଗଛ ଦୁଇ ପ୍ରକାର ଯଥା ===

୧. ବଡ଼ (ଯାହା ଉପରେ ବର୍ଣ୍ଣିତ ହେଲା ଏବଂ ୨ ଛୋଟ (କଣ୍ଟା କୁସୁମ) —୨. Acacia Suma.]
୨. ଶିମ୍ୱାଧାନ୍ୟ (ହିନ୍ଦୀ - ଶ) —୨. Cereals.
୩. ଶିମ୍ୱ (ବିଶ୍ୱକୋଷ) —୩. Beam.
୪. ଯଜ୍ଞ (ହିନ୍ଦୀ - ଶ) — ୪. Vedic sacrifice.
୫. (ଭାଗବତ) ଉଶୀନର— ଙ୍କର ଏକ ପୁତ୍ର (ହିନ୍ଦୀ - ଶ) —୫. Name of a son of Uṡīnara.
୬. (ହରିବଂଶ ଅନ୍ଧକଙ୍କର ଏକ ପୁତ୍ର (ବିଶ୍ୱକୋଷ) —୬. Name of a son of Andhaka.
୭. ସୋମରାଜୀ; ବାଳଚୀ (ବିଶ୍ୱୋକୋଷ) — ୭. Serratula Anthelmintica.
୮. କର୍ମ (ବିଶ୍ୱକୋଷ) —୮. Act.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଶମା (ଦେଖ) - —୧. Ṡamā (See)
୨. ଚଉକାଠର କଣରେ ମରା ଯାଇତିବା ଲୌହବଳୟ (ଯାହା ଉପରେ କବାଟର ସାବଳ ବୁଲୁଥାଏ) —୨. The ring put to the corners of the doorframe on which the doors do revolve or turn.



ଶମୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶମିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ଶମ ଧାତୁ+କର୍ତ୍ତୃ. ଈ)[ସମ୍ପାଦନା]

୧. ଶମି (ଦେଖ) - — ୧. Ṡami (See).
୨. ଶିମ୍ୱ, ମୁଗ, ବିରି, ମଟର ପ୍ରଭୃତି ଛୁଇଁର ଖୋସା —୨. The pod of leguminous seeds.
୩. ଛୁଇଁ —୩. The pod of some plants.

ବିଶେଷଣ - ପୁଂ. (ଶମ୍ ଧାତୁ+କର୍ତ୍ତୃ. ଇନ୍; ଶମନ୍ ୧ମା. ୧ବ)[ସମ୍ପାଦନା]

୧. ଶମଗୁଣ ବିଶିଷ୍ଟ; ଯେ ଆପଣାର ମନକୁ ସଂଯମ କରିଅଛି; ମନଃସଂଯମୀ; ଜିତେନ୍ଦ୍ରିୟ — ୧. Able to control one's passions; self restrained; self-controlled; forbearing.
୨. ଧୀର —୨. Sagacions; patient; deliberate; temperate.
୩. ଗମ୍ଭୀର —୩. Grave.
୪. ଶାନ୍ତ —୪. Serene; peaceful; calm.