ଶସ୍ର
ଦେଖଣା
ଶସ୍ର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଶସ୍ତ୍ର)
[ସମ୍ପାଦନା]ଶସ୍ତ୍ର (ଦେଖ) - —Ṡastra (See)
[ଉ—ଶାସ୍ତ୍ରାରମ୍ଭ ଶସ୍ତ୍ରଘାତ ଏହା ନ ବିଚାରି—ଶିବ ସ୍ୱରୋଦୟ ]
ଗ୍ରାମ୍ୟ -ବିଶେଷଣ - ଓ ବିଶେଷ୍ୟ -
[ସମ୍ପାଦନା]ସହସ୍ର (ଦେଖ) - — Sahasre (See) Thousand.
[ଉ—ସୁଦର୍ଶନ ଚକ୍ର ବାଡ଼ ଶସ୍ରେ ଗୁଣ ସୀମା—ବ୍ରହ୍ମନିରୂପଣଗୀତା]