ଶହଲ

ଉଇକିଅଭିଧାନ‌ରୁ

ଶହଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶଲ୍ୟ)[ସମ୍ପାଦନା]

୧. ଶଲ (ଦେଖ) - —୧. Ṡala (See).
୨. ଶଲ୍ୟ; କଣ୍ଟକ; ବାଧା —୨. Obstacle; impediment.

ବୈଦେଶିକ - (ଆରବି)ବିଶେଷଣ - (ଆରବୀ - ସହଲ୍= ସୁପ୍ରାପ୍ୟ; ଶସ୍ତା)[ସମ୍ପାଦନା]

ଶସ୍ତା —Cheap.

(ଉ—କାଣୀମହଲ, ବାଟରେ ଶୁଖୁଆ ଭାରି ଶହଲ—ଢଗ)