ଶାକରା
ଦେଖଣା
ଶାକରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶର୍କରା)
[ସମ୍ପାଦନା]- ୧. ଶାକର (ଦେଖ) - — ୧. Ṡākara (See)
- ୨. ଏକ ପ୍ରକାରର ଖଜା; (ଏହା କନ୍ଦ ବା ଗୁଡ଼ର ଦ୍ରବଦ୍ୱାରା ପ୍ରସ୍ତୁତ ଦ୍ରବ ଅବସ୍ଥାରେ ଏହାକୁ ଛୁଞ୍ଚରେ ଢ଼ାଳିବା ପରେ ଶୁଖାଇ ଟାଣ କରାଯାଏ] — ୨. A caker made by pouring liquid sugar into moulds and then drying it up in air.