ଶାର
ଦେଖଣା
- କୃଷ୍ଣ, ରକ୍ତ ଓ ଶୁକ୍ଳ, ଏହିତିନୋଟି ବର୍ଣ୍ଣ ମିଶ୍ରିତ
- ନୀଳ ଓ ପୀତ ବର୍ଣ୍ଣ ମିଶ୍ରିତ
- ନାନାବର୍ଣ୍ଣ ଯୁକ୍ତ
- ହରିଦ୍ ବର୍ଣ୍ଣ; ଶାଗୁଆ ରଙ୍ଗ
- ପୀତବର୍ଣ୍ଣ
- ବାୟୁ
- ହିଂସା
- ଏକ ପ୍ରକାର ପଶାଶାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ -(ଶୃ ଧାତୁ=ହିଂସା କରିବା+କର୍ତ୍ତୃ. ଅ; କିମ୍ୱାଶାର ଧାତୁ+କର୍ତ୍ତୃଅ)
[ସମ୍ପାଦନା]- ୧. କୃଷ୍ମ, ରକ୍ତ ଓ ଶୁକ୍ଳ, ଏହିତିନୋଟି ବର୍ଣ୍ଣ ମିଶ୍ରିତ —୧. Of mixed colour (black, redand white mixed).
- ୨. ନୀଳ ଓ ପୀତ ବର୍ଣ୍ଣ ମିଶ୍ରତ —୨. Of mixed colour (blue and yellow mixed)
- ୩. ନାନାବର୍ଣ୍ଣ ଯୁକ୍ତ —୩. Variegated.
ବିଶେଷ୍ୟ -
[ସମ୍ପାଦନା]- ୧. ହରିଦ୍ୱର୍ଣ୍ଣ; ଶାଗୁଆ ରଙ୍ଗ — ୧. Green colour; emerald.
- ୨. ପୀତବର୍ଣ୍ଣ —୨. Yellow.
- ୩. ବାୟୁ —୩. The air.
- ୪. ହିଂସା —୪. Envy; malice; hostility.
- ୫. ଏକ ପ୍ରକାର ପଶା (ହିନ୍ଦୀ - ଶ) — ୫. A kind of dice.
ପୁଲିଙ୍ଗ -
[ସମ୍ପାଦନା]ସାର;ମଇନା ପକ୍ଷୀ — The hill-myna bird.