Jump to content

ଶିର

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଶିରଃ; ମସ୍ତକ; ମୁଣ୍ତ
  • ସର୍ବୋଚ୍ଚଭାଗ; ଶିଖର
  • ବୃକ୍ଷାଗ୍ର
  • ସୈନ୍ୟର ଅଗ୍ରବର୍ତ୍ତୀ ଦଳ
  • ପିପ୍ପଳୀ ମୂଳ
  • ପ୍ରଧାନ; ଅଧ୍ୟକ୍ଷ
  • ଅଜଗର
  • ଶଯ୍ୟା; ବିଛଣା
  • ମୁଣ୍ତର ଖପୁରୀ
  • ପଦ୍ୟର ଚରଣର ଆରମ୍ଭ
  • ମୁଖ୍ୟ ବ୍ୟକ୍ତି
  • ନେତା
  • ପର୍ବତାଗ୍ର
  • ସମ୍ମୁଖଭାଗ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଶିରା; ରକ୍ତବାହିନୀ ନାଳୀ
  • ପାନ ଆଦି ପତ୍ରର ପିଠିପାଖର ମଝି ଅଂଶ ବା ହିଡ଼

ବିଶେଷଣ (ଦେଶଜ)[ସମ୍ପାଦନା]

  • ଶ୍ରେଷ୍ଠଶିର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଶ୍ରି ଧାତୁ=ସେବା କରିବା+କର୍ମ. ଅ; ତୁଳ. ଫାରାସୀ - ସର=ମୁଣ୍ଡ)[ସମ୍ପାଦନା]

୧. ଶିରଃ; ମସ୍ତକ; ମୁଣ୍ଡ —୧. Head.
୨. ସର୍ବୋଚ୍ଚଭାଗ; ଶିଖର —୨. Top; summit; acme; pinnacle.
୩. ବୃକ୍ଷାଗ୍ର —୩. Top of a tree.
୪. ସୈନ୍ୟର ଅଗ୍ରବର୍ତ୍ତୀ ଦଳ —୪. The advance-guard of an army.
୫. ପିପ୍ପଳୀ— ମୂଳ —୫. The root of long pepper.
୬. ପ୍ରଧାନ; ଅଧ୍ୟକ୍ଷ — ୬. The head of an institution.
୭. ଅଜଗର —୭. Boa constrictor; a huge species of serpent.
୮. ଶଯ୍ୟା; ବିଛଣା — ୮. Bed; bedding.
୯. ମୁଣ୍ଡର ଖପୁରୀ (ହିନ୍ଦୀ - ଶ.) —୯. Skull.
୧. ପଦ୍ୟର ଚରଣର ଆରମ୍ଭ (ହିନ୍ଦୀ - ଶ.) —୧୦. The beginning of a line of a poem.
୧୧. ମୁଖ୍ୟ ବ୍ୟକ୍ତି (ହିନ୍ଦୀ - ଶ) —୧୧. Headman.
୧୨. ନେତା (ହିନ୍ଦୀ - ଶ.) —୧୨. Leader.
୧୩. ପର୍ବତାଗ୍ର —୧୩. The peak or summit of a mountain (Apte).
୧୪. ସମ୍ମୁଖଭାଗ — ୧୪. Front; forepart (Apte).


ଅନୁବାଦ[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶିରା)

୧. ଶିରା; ରକ୍ତବାହିନୀ ନାଳୀ —୧. Vein; artery.

[ଉ—ସବୁ ଶିରଯାକ ବେକରେ ନୋଚା—ଢ଼ଗ]

୨. ପାନ ଆଦି ପତ୍ରକ ପିଠିପାଖର ମଝି ଅଂଶ ବା ହିଡ଼ — ୨. The chord-like ridge on the back of of a leaf.

ଦେଶଜ - ବିଶେଷଣ -[ସମ୍ପାଦନା]

ଶ୍ରେଷ୍ଠ —Best; eminent.

[ଉ—ସେ ସର୍ବ ରାଜାଙ୍କର ଶିବ, ପାଣ୍ଡବ ବଂଶେ କୀର୍ତ୍ତିକର —ଜଗନ୍ନାଥ. ଭାଗବତ]

ପ୍ରାଦେଶିକ - (ମେଦିନୀପୁର)ବି[ସମ୍ପାଦନା]

ନଡ଼ିଆ ଖଡ଼ିକା —The slender hard rib of a cocoanut leaf.