ଶୁଧ୍ୟ
ଶୁଦ୍ଧ (ଦେଖ) - —Ṡdha (See)
ପିଠା ମଧ୍ୟରେ ଥିବା ପୂର —The contents put inside sandwich cakes.
(ଉ—କାହାଣୀର ନଥାରେ, "କି ବାହ୍ମୁଣ?—ଶୁଧ୍ୟ ବାହ୍ମୁଣ କି ଶୁଧ୍ୟ?—ପିଠା ମଧ୍ୟ")