ଶୂଳ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଉଦରଜାତ ରୋଗ ବିଶେଷ; ପେଟମରା
  • ଶୂଳରୋଗ
  • ବ୍ୟଥା; ବଥାଇବା
  • ସନ୍ତାନ ପ୍ରସବକାଳୀନ ବେଗ; ଗର୍ଭଯନ୍ତ୍ରଣା; ପ୍ରସବବେଦନା
  • ତୀକ୍ଷ୍ଣାଗ ଶଳାକା ବିଶିଷ୍ଟ ବେଧନାସ୍ତ୍ର ବିଶେଷ
  • ପ୍ରାଣଦଣ୍ତ ଦେବାପାଇଁ ବ୍ୟବହୃତ ଯନ୍ତ୍ର ବିଶେଷ; ଶୁଳି
  • ତ୍ରିଶୂଳ
  • ଲୁହାର କୀଳା; ଖିଲ
  • ଲୌହଶାଳାକା
  • ବର୍ଚ୍ଚା; ଏକମୁନା ଆଦି
  • ମୃତ୍ୟୁ
  • ଅଶୁଭକର ଯୋଗବିଶେଷ; ଦିକ୍ ଶୂଳ
  • ଦୁର୍ଗା ଓ ମହାଦେବଙ୍କ ଅସ୍ତ୍ର ବିଶେଷ; ତ୍ରିଶୂଳ
  • ଧ୍ଵଜା; କେତନ
  • ଚିହ୍ନ
  • ମୁନିବିଶେଷ
  • ଜ୍ୟୋତିଷୋକ୍ତ ବିଷୁମାଦି ୨୭ ଯୋଗର ଅନ୍ତର୍ଗତ ନବମ ଯୋଗଶୂଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି—(ଶୂଳ ଧାତୁ+କର୍ତ୍ତ. ଅ)[ସମ୍ପାଦନା]

୧. ଉଦରଜାତ ରୋଗ ବିଶେଷ; ପେଟମରା —୧. Colic; griping.
୨. ଶୂଳରୋଗ (ଦେଖ) - —୨. Ṡūḻaroga (See)
୩. ବ୍ୟଥା; ବଥାଇବା —୩. Acute pain.
୪. ସନ୍ତାନ ପ୍ରସବକାଳୀନ ବେଗ; ଗର୍ଭଯନ୍ତ୍ରଣା; ପ୍ରସବବେଦନା ୪. The pangs od child birth; labour pain. labour; travail.
୫. ତୀକ୍ଷ୍ଣାଗ୍ର ଶଳାକା ବିଶିଷ୍ଟ ବେଧନାସ୍ତ୍ର ବିଶେଷ —୫. A weapon having a sharp pointed stake; dart.
୬. ପ୍ରାଣଦଣ୍ଡ ଦେବା ପାଇଁ ବ୍ୟବହୃତ ଯନ୍ତ୍ର ବିଶେଷ; ଶାଳି —୬. A stake of iron for impaling criminals
୭. ତ୍ରିଶୂଳ —୭. A trident; a three-proged
fork.

୮: ଲୁହାର କୀଳା; ଖିଲ —୮. Pike or spit of iron.

୯. ଲୌହଶାଳାକା —୯. Iron pin or peg.
୧. ବର୍ଚ୍ଛା, ଏକମୁନା ଆଦି —୧୦. Spear; harpoon.
୧୧. ମୃତ୍ୟୁ —୧୧. Death.
୧୨. (ଜ୍ୟୋତିଷ) ଅଶୁଭକର ଯୋଗ ବିଶେଷ; ଦିକ୍ ଶୂଳ — ୧୨. An inanspicious astrological conj̄untion for starting on a b mission.

[ଦ୍ରଷ୍ଟବ୍ୟ — ଯେଉଁ ଦିଗରେ ଯେଉଁ ବାରରେ ଶୂଳ ଯୋଗ ଘଟିଥାଏ ସେ ଦିଗକୁ ଯାତ୍ରା କଲେ ମୃତ୍ୟୁ ଘଟେ]

୧୩. ଦୂର୍ଗା ଓ ଓ ମହାଦେବଙ୍କ ଅସ୍ତ୍ର ବିଶେଷ; ତ୍ରଶୂଳ —୧୩. Three pronged iron pike held by Ṡiba and Durgā.
୧୪. ଧ୍ୱଜା; କେତନ —୧୪. Flag.
୧୫. ଚିହ୍ନ —୧୫. Sign; badge.
୧୬. ମୁନିବିଶେଷ — ୧୬. Name of a sage.
୧୭. ଜ୍ୟୋତିଷୋକ୍ତ ବିଷୁମାଦି ୨୭: ଯୋଗର ଅନ୍ତର୍ଗତ ନବମ ଯୋଗ —୧୭. The ninth of the ୨୭ astrological conjunctions.

[ଦ୍ରଷ୍ଟବ୍ୟ —ଏହି ଯୋଗରେ ଜାତ ବ୍ୟକ୍ତି ଭୀତ, ଦରିଦ୍ର, ଦୟିତାପ୍ରିୟ, ବିଦ୍ୟାହୀନ, ଶୂଳରୋଗୀ, ଲୋକଙ୍କ ଅନିଷ୍ଟକାରୀ ଓ ସ୍ୱବନ୍ଧୁ— ବର୍ଗର ଶୂଳ ସଦୃଶ ହୁଏ—ବିଶ୍ୱକୋଷ]

ବିଶେଷଣ -[ସମ୍ପାଦନା]

ଅପ୍ରୀତି— କର ବା ବାଧାଜନକ —Unpeasant; causing obstacle.