ଶ୍ରୀ କରଣ

ଉଇକିଅଭିଧାନ‌ରୁ

ଶ୍ରୀ କରଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶ୍ରୀ='ଶ୍ରୀ' ଏହିଶବ୍ଦ କୃ ଧାତୁ+ଅନ;ଯାହାଦ୍ୱାରା ଶ୍ରୀ ଶବ୍ଦ ଲେଖାଯାଏ)[ସମ୍ପାଦନା]

୧. କଲମ; ଲେଖନୀ — ୧. Pen.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. କରଣମାନଙ୍କ ଶାଖା ବିଶେଷ —୧. A sect of the Karaṇas of Orissa.
୨. କାୟସ୍ଥ ଜାତିର ଶାଖାଭେଦ (ବିଶ୍ୱକୋଷ) —୨. Name or titre of a class of Kāyasthas.
୩. ଶେଠକରଣ (ଦେଖ) - — Ṡeṭhakaraṇa (See)

[ଦ୍ରଷ୍ଟବ୍ୟ — ଓଡ଼ିଆ ରାଜ୍ୟ ଆଠଗଡ଼ ରାଜାଙ୍କର ବଂଶାନୁଗତ ଉପାଧି ଶ୍ରୀକରଣବେବର୍ତ୍ତା ପଟ୍ଟନାୟକ ଅଟେ ଏ ଉପାଧି ଓଡ଼ିଶାର ପ୍ରାଚୀନ ଗଜପତି ମହାରାଜାଙ୍କ ଅମଳରୁ ଆଜିପର୍ଯ୍ୟନ୍ତ ସରକାରୀ କାଗଜପତ୍ରରେ ମଧ୍ୟ ଉକ୍ତ ରାଜବଂଶର ଉପାଧି ରୂପେ ସ୍ୱୀକୃତ ହୋଇ ଆସିଅଛି]