ଶୟନ
ଦେଖଣା
- ନିଦ୍ରା
- ବିଶ୍ରାମ
- ଶୋଇବା
- ଶଯ୍ୟା; ବିଛଣା
- ଖଟ ପଲଙ୍କ ଆଦି ଶଯ୍ୟାଧାର
- ମୈଥୁନ; ସ୍ତ୍ରୀ ସହବାସଶୟନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ଶୀ ଧାତୁ=ଶୋଇବା+ଭାବ. ଅନ)
[ସମ୍ପାଦନା]- ୧. ନିଦ୍ରା — ୧. Sleep.
- ୨. ବିଶ୍ରାମ —୨. Rest; repose.
- ୩. ଶୋଇବା —୩. Sleeping; lying down.
- ୪. (+ଅଧିକରଣ. ଅନ) ଶଯ୍ୟା; ବିଛଣା —୪. Bed.
[ଉ—ସୁବର୍ଣ୍ଣରଜତ ଶୟନ; ବସନ କମ୍ୱଳ ଅଜିନ ଜଗନ୍ନାଥ—ଭାଗବତ]
- ୫. ଖଟ ପଲଙ୍କ ଆଦି ଶଯ୍ୟାଧାର —୫. Bedding; bedstead; couch.
- ୬. ମୈଥୁନ; ସ୍ତ୍ରୀ ସହବାସ —୬. Copulation; sexual intercourse; cohabitation.