ଷଡ୍ୱାହୁ
ଦେଖଣା
ଷଡ୍ୱାହୁ
ଉଚ୍ଚାରଣ
[ସମ୍ପାଦନା](ଷଡ଼ ବାହୁ—ଦେଶଜ ରୂପ)
ସଂସ୍କୃତ - ବିଶେଷ୍ୟ - (କର୍ମଧା)
[ସମ୍ପାଦନା]- ୧. ଛଅଟି ହାତ —୧. Six hands or arms.
- ୨. (କ୍ଷେତ୍ରର) ଛଅଟି ପାର୍ଶ୍ୱସ୍ଥ ସୀମା ରେଖା — ୨. Six sides of a geometrical figure.
- ୩. (ବହୁବ୍ରୀହି) ଛଅଟି ବାହୁବେଷ୍ଟିତ କ୍ଷେତ୍ର —୩. A hexagon.
(ଷଡ଼ଭୂଜା—ବିଶେଷଣ - ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]ଛଅବାହୁବିଶିଷ୍ଟ —Having six hands or arms.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶ୍ରୀଚୈତନ୍ୟଦେବ —Ṡrī Ch&aline;iline;tanya.
[ଦ୍ରଷ୍ଟବ୍ୟ —ଶ୍ରୀଚୈତନ୍ୟଦେବ ପୁରୀରେ ରାଜା ପ୍ରତାପରୂଦ୍ର ଦେବଙ୍କୁ ନିଜର ଷଡଭୁଜ ମୂର୍ତ୍ତି ଦେଖାଇଥିଲେ ଏହି ଷଡ୍ଭୁଜ ମଧ୍ୟରୁ ୪ ଭୁଜରେ ବିଷ୍ଣୁଙ୍କ ପରି ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଓ ଅନ୍ୟ ଦୁଇ ଭୁଜରେ ଦଣ୍ଡ ଓ କମଣ୍ଡଳୁ ଧରିଥିଲେ କଥିତ ଅଛି ଯେ, ଏହି ଷଡ୍ଭୁଜ ରୂପ ଧାରଣ କରି ଶ୍ରୀଚୈତନ୍ୟ ଜଗନ୍ନାଥଙ୍କ ବିଗ୍ରହରେ ଲୀନ ହେଲେ]