ଷଡ୍ୱିଧ
(ଷଡ଼ବିଧା—ସ୍ତ୍ରୀ)
(ଷଡ୍ୱିଧ—ଦେଶଜରୂପ)
ଛଅ ପ୍ରକାରର Of six kinds or sorts.
(ଯଥା—ରସ ଷଡ୍ୱିଧ ଓ ଗନ୍ଧ ଦ୍ୱିବିଧ ଅଟେ)