ଷଷ୍ଟିକା

ଉଇକିଅଭିଧାନ‌ରୁ

ଷଷ୍ଟିକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଷଷ୍ଟିକ+ଆ)[ସମ୍ପାଦନା]

୧. ଷଷ୍ଠୀ (ଦେଖ) - — ୧. Shashṭhī (See)
୨. ଷଷ୍ଟିକ ଧାନ୍ୟ ମଧ୍ୟରୁ ଉତ୍କୃଷ୍ଟ ଧାନ୍ୟ ବିଶେଷ —୨. A sort of excellent Shashṭika paddy.

[ଦ୍ରଷ୍ଟବ୍ୟ —ଷଷ୍ଟିକ ଧାନ୍ୟମାନଙ୍କ ମଧ୍ୟରେ ଷଷ୍ଟିକା ଶ୍ରେଷ୍ଠ ଏହା ଲଘୁ, ସ୍ନିଗ୍ଧ, ତ୍ରିଦୋଷ— ନାଶକ, ମଧୁର ରସ, ମୃଦୁବୀର୍ଯ୍ୟ, ଧାରକ, ବଳକର, ଜ୍ୱର— ନାଶକ ଏବଂ ରକ୍ତଶାଳି ପରି ଗୁଣଯୁକ୍ତ—ବିଶ୍ୱକୋଷ]



ଷଷ୍ଟିକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଷଷ୍ଟିବାସରଜ[କ], ଷଷ୍ଟିଶାଳି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଷଷ୍ଟି+ଜନ୍ ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

ଷଷ୍ଟିକଧାନ୍ୟ (ଦେଖ) - —Ṣhasṭika dhānya. (See)