ଷୋଳ କଳା

ଉଇକିଅଭିଧାନ‌ରୁ

ଷୋଳ କଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଷୋଡ଼ଶ କଳା)[ସମ୍ପାଦନା]

୧. ଷୋଡ଼ଶ କଳା (ଦେଖ) - —୧, Shoṟḍ̠aṡa kaḻā (See)
୨. (ଲକ୍ଷଣାର୍ଥ) କୌଣସି ବିଷୟର ସମ୍ପୂର୍ଣ୍ଣ ଅବସ୍ଥା — ୨. (figurative) The full or completed state of a thing.

[ଉ—ଧନ ଥିଲେ ଯେ ସୁଖ କଳାଟିଏ ଥାଏ, ଧର୍ମ କରିଲେ ଷୋଳ କଳା ଭୋଗ ପାଏ—କୃଷ୍ଣସିଂହ. ମହାଭାରତ. ଶାନ୍ତି]

ଦେଶଜ - କ୍ରି.ବିଶେଷଣ - ଓ ବିଣରବିଶେଷଣ -[ସମ୍ପାଦନା]

ପୂର୍ଣ୍ଣରୂପେ —Completely; wholly.