ସଂକେତ
ଦେଖଣା
- ସଂକ୍ଷେପରେ ଅଭିପ୍ରାୟ ପ୍ରକାଶ କରିବାର ଚେଷ୍ଟା; ଇସାରା; ଇଙ୍ଗିତ
- ନେତ୍ର ବକ୍ର ହସ୍ତାଦିଦ୍ଵାରା ମ୍ନୋଭାବବ୍ୟଞ୍ଜକ ଚେଷ୍ଟାବିଶେଷ
- କୌଣସି ବସ୍ତୁ ବା ବିଷୟ ଜ୍ଞାପକ ଚିହ୍ନ
- ଶବ୍ଦର ଅର୍ଥବୋଧକ ଶକ୍ତି
- ଠାର; ଅନେକଗୁଡିଏ ବିଷୟକୁ ବା ବାକ୍ୟକୁ ବା ଅନେକାକ୍ଷରଯୁକ୍ତ ଶବ୍ଦକୁ ଅଳ୍ପରେ ପ୍ରକାଶ କରିବାର ଚିହ୍ନ
- ନାୟକ ନାୟିକାଙ୍କର ନିର୍ଦ୍ଦିଷ୍ଟ ମିଳନ ସ୍ଥାନ
- ବୋଧ
- ସନ୍ଧାନ; ଅନୁମାନ
- ସୁତ୍ର
- ବ୍ୟାକରଣାଦିର ସୁତ୍ର
- ଗୁପ୍ତ ସ୍ଥାନ
- ନିୟମସଂକେତ
ଉଚ୍ଚାରଣ
[ସମ୍ପାଦନା](ସଙ୍କେତ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ସମ=ସଂକ୍ଷେପ+ବିତ୍ ଧାତୁ=କହିବା+ଭାବ. ଅ)
[ସମ୍ପାଦନା]- ୧. ସଂକ୍ଷେପରେ ଅଭିପ୍ରାୟ ପ୍ରକାଶ କରିବାର ଚେଷ୍ଟା; ଇସାରା; ଇଙ୍ଗିତ —୧. Indication; hint.
- ୨. ନେତ୍ର ବକ୍ତ୍ର ହସ୍ତାଦିଦ୍ୱାରା ମନୋଭାବ୍ୟଞ୍ଜକ ଚେଷ୍ଟା— ବିଶେଷ —୨. An endeavour to express thoughts by the movements of the eyes, face and hands; gesture.
- ୩. (+କରଣ. ଅ) କୌଣସି ବସ୍ତୃ ବା ବିଷୟ ଜ୍ଞାପକ ଚିହ୍ନ —୩. Indication sign; signal; symbol.
- ୪. ଶବ୍ଦର ଅର୍ଥବୋଧକ ଶକ୍ତି —୪. The power of a word to convey a meaning.
- ୫. ଠାର; ଅନେକଗୁଡ଼ିଏ ବିଷୟକୁ ବା ବାକ୍ୟକୁ ଅନେକାକ୍ଷରଯୁକ୍ତ ଶବ୍ଦକୁ ଅଳ୍ପରେ ପ୍ରକାଶ କରିବାର ଚିହ୍ନ —୫. A symbolical sign; cypher.
- ୬. (+ ଅଧିକରଣ. ଅ) ନାୟକ ନାୟିକାଙ୍କର ନିର୍ଦ୍ଦିଷ୍ଟ ମିଳନ ସ୍ଥାନ —୬. A place of meeting
of lovers; a trysting place.
- ୭. ବୋଧ — ୭. Understanding.
- ୮. ସନ୍ଧାନ; ଅନୁମାନ — ୮. Guess.
- ୯. ସୂତ୍ର —୯. A clue.
- ୧. ବ୍ୟାକରଣାଦିର ସୂତ୍ର —୧୦. Aphorism; axiom; maxim.
- ୧୧. ଗୁପ୍ତ ସ୍ଥନ —୧୧. A palce of assignment; a place of appointment; a secret place.
- ୧୨. ନିୟମ —୧୨. Rule; regu lation.
[ଦ୍ରଷ୍ଟବ୍ୟ —ସାଧାରଣତଃ କଥାବାର୍ତ୍ତାଦ୍ୱାରା ଲୋକେ ଅନ୍ୟ ଲୋକଠାରେ ଯେଉଁପରରି ମନୋଗତ ଭାବ ପ୍ରକାଶ କରନ୍ତି, ତାହା ଅପେକ୍ଷା ସୂକ୍ଷ୍ମତର ଭାବରେ କିମ୍ୱା ମସ୍ତକ ସଞ୍ଚାଳନ, ନେତ୍ର ଚାଳନ, ବକ୍ତ୍ର ଓ ମୁଖଭଙ୍ଗୀ ହସ୍ତଭଙ୍ଗୀଦ୍ୱାରା ଭାବ ପ୍ରକାଶକୁ ସଂକେତ ବୋଲାଯାଏ ଯାହା ସାଧାରଣବୋଧ୍ୟ ବାକ୍ୟରରେ ପ୍ରକାଶିତ ହୁଏ, ତାକୁ ଅନ୍ୟ ଆକାରରେ ପ୍ରକାଶ କରିବା ମଧ୍ୟ ସଂକେତ]