ସଂକେତ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ସଂକ୍ଷେପରେ ଅଭିପ୍ରାୟ ପ୍ରକାଶ କରିବାର ଚେଷ୍ଟା; ଇସାରା; ଇଙ୍ଗିତ
  • ନେତ୍ର ବକ୍ର ହସ୍ତାଦିଦ୍ଵାରା ମ୍ନୋଭାବବ୍ୟଞ୍ଜକ ଚେଷ୍ଟାବିଶେଷ
  • କୌଣସି ବସ୍ତୁ ବା ବିଷୟ ଜ୍ଞାପକ ଚିହ୍ନ
  • ଶବ୍ଦର ଅର୍ଥବୋଧକ ଶକ୍ତି
  • ଠାର; ଅନେକଗୁଡିଏ ବିଷୟକୁ ବା ବାକ୍ୟକୁ ବା ଅନେକାକ୍ଷରଯୁକ୍ତ ଶବ୍ଦକୁ ଅଳ୍ପରେ ପ୍ରକାଶ କରିବାର ଚିହ୍ନ
  • ନାୟକ ନାୟିକାଙ୍କର ନିର୍ଦ୍ଦିଷ୍ଟ ମିଳନ ସ୍ଥାନ
  • ବୋଧ
  • ସନ୍ଧାନ; ଅନୁମାନ
  • ସୁତ୍ର
  • ବ୍ୟାକରଣାଦିର ସୁତ୍ର
  • ଗୁପ୍ତ ସ୍ଥାନ
  • ନିୟମସଂକେତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଙ୍କେତ—ଅନ୍ୟରୂପ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ସମ=ସଂକ୍ଷେପ+ବିତ୍ ଧାତୁ=କହିବା+ଭାବ. ଅ)[ସମ୍ପାଦନା]

୧. ସଂକ୍ଷେପରେ ଅଭିପ୍ରାୟ ପ୍ରକାଶ କରିବାର ଚେଷ୍ଟା; ଇସାରା; ଇଙ୍ଗିତ —୧. Indication; hint.
୨. ନେତ୍ର ବକ୍ତ୍ର ହସ୍ତାଦିଦ୍ୱାରା ମନୋଭାବ୍ୟଞ୍ଜକ ଚେଷ୍ଟା— ବିଶେଷ —୨. An endeavour to express thoughts by the movements of the eyes, face and hands; gesture.
୩. (+କରଣ. ଅ) କୌଣସି ବସ୍ତୃ ବା ବିଷୟ ଜ୍ଞାପକ ଚିହ୍ନ —୩. Indication sign; signal; symbol.
୪. ଶବ୍ଦର ଅର୍ଥବୋଧକ ଶକ୍ତି —୪. The power of a word to convey a meaning.
୫. ଠାର; ଅନେକଗୁଡ଼ିଏ ବିଷୟକୁ ବା ବାକ୍ୟକୁ ଅନେକାକ୍ଷରଯୁକ୍ତ ଶବ୍ଦକୁ ଅଳ୍ପରେ ପ୍ରକାଶ କରିବାର ଚିହ୍ନ —୫. A symbolical sign; cypher.
୬. (+ ଅଧିକରଣ. ଅ) ନାୟକ ନାୟିକାଙ୍କର ନିର୍ଦ୍ଦିଷ୍ଟ ମିଳନ ସ୍ଥାନ —୬. A place of meeting
of lovers; a trysting place.

୭. ବୋଧ — ୭. Understanding.
୮. ସନ୍ଧାନ; ଅନୁମାନ — ୮. Guess.
୯. ସୂତ୍ର —୯. A clue.
୧. ବ୍ୟାକରଣାଦିର ସୂତ୍ର —୧୦. Aphorism; axiom; maxim.
୧୧. ଗୁପ୍ତ ସ୍ଥନ —୧୧. A palce of assignment; a place of appointment; a secret place.
୧୨. ନିୟମ —୧୨. Rule; regu lation.

[ଦ୍ରଷ୍ଟବ୍ୟ —ସାଧାରଣତଃ କଥାବାର୍ତ୍ତାଦ୍ୱାରା ଲୋକେ ଅନ୍ୟ ଲୋକଠାରେ ଯେଉଁପରରି ମନୋଗତ ଭାବ ପ୍ରକାଶ କରନ୍ତି, ତାହା ଅପେକ୍ଷା ସୂକ୍ଷ୍ମତର ଭାବରେ କିମ୍ୱା ମସ୍ତକ ସଞ୍ଚାଳନ, ନେତ୍ର ଚାଳନ, ବକ୍ତ୍ର ଓ ମୁଖଭଙ୍ଗୀ ହସ୍ତଭଙ୍ଗୀଦ୍ୱାରା ଭାବ ପ୍ରକାଶକୁ ସଂକେତ ବୋଲାଯାଏ ଯାହା ସାଧାରଣବୋଧ୍ୟ ବାକ୍ୟରରେ ପ୍ରକାଶିତ ହୁଏ, ତାକୁ ଅନ୍ୟ ଆକାରରେ ପ୍ରକାଶ କରିବା ମଧ୍ୟ ସଂକେତ]