ସଂଗଡ଼
ଦେଖଣା
- ମିତ୍ରତା
- ସୌହାର୍ଦ୍ଦ
- ମିଳନ
- ସଂଯୋଗ
- ସହଚରତ୍ଵ
- ଗ୍ରହମାନଙ୍କର ସମସୁତ୍ରରେ ଅବସ୍ଥାନ ବା ମିଳନ
- ଗୀତ, ବାଦ୍ୟ, ସ୍ଵର ଓ ତାଳର ମିଳନ
- ଉପଯୁକ୍ତ; ସମୁଚିତ; ଉଚିତ
- ଯଥେଷ୍ଟ
- ଯୁକ୍ତିଯୁକ୍ତି; ଯୌକ୍ତିକ
- ସମ୍ମିଳିତ; ମିଳିତ
- ସଂଯୁକ୍ତ
- ସଂବଦ୍ଧ; ସଂବନ୍ଧଯୁକ୍ତ
- ସାକ୍ଷାତ୍ କୃତ
- ମିତ୍ର ବା ସହଚରରୂପେ ମିଳିତ
- ସଂଚିତ; ଏକତ୍ରୀକୃତ
- ସହବାସ ବା ସଙ୍ଗମଦ୍ଵାରା ପରସ୍ପର ସଙ୍ଗେ ମିଳିତ
- ଦୃଷ୍ଟ
- ଶିଖମାନଙ୍କର ଧର୍ମଚର୍ଚ୍ଚାର୍ଥ ବୈଠକ ବା ବନ୍ଧୁ ସମ୍ମେଳନସଂଗଡ଼
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]ସଙ୍ଗଡ଼ [ଦେଖ] Saṅgaṟḍ̠a (See)