ସଂଗ୍ରାହ

ଉଇକିଅଭିଧାନ‌ରୁ

ସଂଗ୍ରାହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଙ୍ଗ୍ରାହ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ସମ୍+ଗ୍ରହ ଧାତୁ+ଭାବ ଅ)[ସମ୍ପାଦନା]

୧. ସଂଗ୍ରହ (ଦେଖ) - —୧. Saṁgraha (See)
୨. (+ କରଣ ଅ) ଅସ୍ତ୍ରାଦିର ମୁଠା —୨. The handle of a weapon.
୩. ପୃଷ୍ଠ ଫଳକର ମୁଷ୍ଟି; ଢ଼ାଲର ମୁଠା —୩. The handle of a shield.
୪. ମୁଷ୍ଟିଦ୍ୱାରା ବନ୍ଧନ —୪. Bindding with the fist.
୫. ମୁଷ୍ଟି —୫. Fist.