ସଂଗ୍ରାହ
ଦେଖଣା
ସଂଗ୍ରାହ
ଉଚ୍ଚାରଣ
[ସମ୍ପାଦନା](ସଙ୍ଗ୍ରାହ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ସମ୍+ଗ୍ରହ ଧାତୁ+ଭାବ ଅ)
[ସମ୍ପାଦନା]- ୧. ସଂଗ୍ରହ (ଦେଖ) - —୧. Saṁgraha (See)
- ୨. (+ କରଣ ଅ) ଅସ୍ତ୍ରାଦିର ମୁଠା —୨. The handle of a weapon.
- ୩. ପୃଷ୍ଠ ଫଳକର ମୁଷ୍ଟି; ଢ଼ାଲର ମୁଠା —୩. The handle of a shield.
- ୪. ମୁଷ୍ଟିଦ୍ୱାରା ବନ୍ଧନ —୪. Bindding with the fist.
- ୫. ମୁଷ୍ଟି —୫. Fist.