ସଂଗ୍ରହ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ବିକ୍ଷିପ୍ତ ଦ୍ରବ୍ୟମାନଙ୍କର ଏକତ୍ରୀକରଣ
  • ଗୋଟାଇବା; ଆହରଣ
  • ସଂକଳନ
  • ତୋଳିବା; ଚୟନ
  • ସଂକ୍ଷେପ
  • ସଂଚୟ
  • ସମୁଚୟ; ରାଶୀକରଣ; ଗଦା କରିବା
  • ଉଚ୍ଚତା
  • ମ୍ହୋଦ୍ୟମ
  • ଆଲିଙ୍ଗନ
  • ମୁଷ୍ଟିବଦ୍ଧ
  • ନାନା ଗ୍ରନ୍ଥରୁ ବିଷୟମାନ ଉଦ୍ଧାର କରି ଏକ ଗ୍ରନ୍ଥରେ ସନ୍ନିବେଶିତ କରିବା
  • ବ୍ୟାକରଣ ଗ୍ରନ୍ଥବିଶେଷ
  • ଗ୍ରହଣସଂଗ୍ରହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଙ୍ଗ୍ରହ—ଅନ୍ୟରୂପ)

(ସଂଗୃହୀତ—ବିଣ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ସମ୍=ସମ୍ୟକ୍, ଏକତ୍ର, ସମୂହ+ଗ୍ରହ ଧାତୁ= ଗ୍ରହଣ କରିବା+ଭାବ. ଅ)[ସମ୍ପାଦନା]

୧. ବିକ୍ଷିପ୍ତ ଦ୍ରବ୍ୟମାନଙ୍କର ଏକତ୍ରୀକରଣ — ୧. Gathering of things scattered about.
୨. ଗୋଟାଇବା; ଆହରଣ —୨. Collecting.
୩. ସଂକଳନ —୩. Compiling; blending; addition.
୪. ତୋଳିବା; ଚୟନ —୪. Plucking.
୫. ସଂକ୍ଷେପ —୫. Abridgement; condensing.
୬. ସଂଚୟ —୬. Storing.
୭. ସମୁଳୟ; ରାଶୀକରଣ; ଗଦା କରିବା — ୭. Heaping up; piling up.
୮. ଉଚ୍ଚତା —୮. Height.
୯. ମହୋଦ୍ୟମ —୯. A great endeavour.
୧. ଆଲିଙ୍ଗନ —୧୦. Embrance.
୧୧. ମୁଷ୍ଟିବଦ୍ଧ — ୧୧. Closing of the fistclenching of the fist.
୧୨. ନାନା ଗ୍ରନ୍ଥର ବିଷୟମାନ ଉଦ୍ଧାର
କରି ଏକ ଗ୍ରନ୍ଥରେ ସନ୍ନିବେଶିତ କରିବା —୧୨. Compilation; compiling of passages or articles from different sources and putting them at one place.

୧୩. (+ ଅଧିକରଣ. ଅନ) ବ୍ୟାକରଣ ଗ୍ରନ୍ଥବିଶେଷ — ୧୩. Title of a Sanscrit Grammatical compilation.
୧୪. ଗ୍ରହଣ —୧୪. Acceptance.

[ଉ—ତେଣୁ କରି ତାଙ୍କୁ ଆମ୍ଭେ ସଂଗ୍ରହ କଲୁଁ; ଏବେ ଜନ ମୁଖେ ଅପବାଦ ପାଇଲୁ ବିଶ୍ୱନାଥ. ବିଚିତ୍ର ରାମାୟଣ]