ସଙ୍ଗତେ
ଦେଖଣା
ସଙ୍ଗତେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - (ପଦ୍ୟ) କ୍ରି.ବିଶେଷଣ -
[ସମ୍ପାଦନା]ସଙ୍ଗେ (ଦେଖ) - — Saṅge (See)
[ଉ—ବାପାଙ୍କ ସଙ୍ଗତେ ତ ଆସିଥିଲା ସେହି କୃଷ୍ଣସିଂହ. ମହାଭାରତ. ବନ.
ଦେଶଜ - ଅ
[ସମ୍ପାଦନା]ପରି; ସଦୃଶ —Like.
[ଉ—ବୋଲନ୍ତି ଯେ ଜଗତେ କ୍ଷତ୍ରିୟ ଏ ସଙ୍ଗତେ ଗତେ ନ ଥିଲା ହୋଇ ଧନ୍ୟ ସେ —ଭଞ୍ଜ. ବୈଦେହୀଶବିଳାସ]