ସତ୍ୟପୀର

ଉଇକିଅଭିଧାନ‌ରୁ

ସତ୍ୟପୀର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ସତ ପୀର ଗୋସ [ସେଁ] ଇଁ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ସତ୍ୟନାରାୟଣ (ଦେଖ) - —୧. Satyanārāyaṇa (See).
୨. (ପୁଂ) ଲୋକକୁ ଦିଆଯିବା ନାମ —A name given to males.