ସଦ୍ୟ
ଦେଖଣା
ବିଶେଷଣ (ଦେଶଜ)
[ସମ୍ପାଦନା]- ସଜ; ତଟକା
- ଅଳ୍ପକ୍ଷଣ ପୂର୍ବେ
- ନୂତନହୋଇସଦ୍ୟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ସଦ୍ୟ୍ୟଃ)
[ସମ୍ପାଦନା]ସଜ; ତଟକା —Fresh.
ଦେଶଜ - ଅ;
[ସମ୍ପାଦନା]ସଦ୍ୟଃ (ଦେଖ) - —Sadyaḥ. (See)
- ୧. ତତ୍କ୍ଷଣତ୍ (ବିଶ୍ୱକୋଷ) —୧. Immediately.
- ୨. ଅଳ୍ପକ୍ଷଣ ପୂର୍ବେ —୨. Recently; freshly
- ୩. ନୂତନହୋଇ —୩. Newly.