ସଦ୍ୟ
ବିଶେଷଣ (ଦେଶଜ)[ସମ୍ପାଦନା]
- ସଜ; ତଟକା
- ଅଳ୍ପକ୍ଷଣ ପୂର୍ବେ
- ନୂତନହୋଇସଦ୍ୟ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷଣ - (ସଂସ୍କୃତ - ସଦ୍ୟ୍ୟଃ)[ସମ୍ପାଦନା]
ସଜ; ତଟକା —Fresh.
ଦେଶଜ - ଅ;[ସମ୍ପାଦନା]
ସଦ୍ୟଃ (ଦେଖ) - —Sadyaḥ. (See)
- ୧. ତତ୍କ୍ଷଣତ୍ (ବିଶ୍ୱକୋଷ) —୧. Immediately.
- ୨. ଅଳ୍ପକ୍ଷଣ ପୂର୍ବେ —୨. Recently; freshly
- ୩. ନୂତନହୋଇ —୩. Newly.