Jump to content

ସନ୍ଦେଶ

ଉଇକିଅଭିଧାନ‌ରୁ
  • ସଂବାଦ; ବାର୍ତ୍ତା; ଖବର
  • ଅନ୍ୟର ନିକଟକୁ ପ୍ରେରିତ ସମ୍ବାଦ
  • ଆଜ୍ଞା; ଆଦେଶ
  • ଗୁଡ଼ରେ ବା ଚିନିରେ ପାଗ କରା ଯାଇଥିବା ନଡିଆ କୋରାରେ ବ ଛେନାରେ ପ୍ରସ୍ତୁତ ମିଷ୍ଟାନ୍ନ ବିଶେଷ
  • ନିର୍ଜଳ ଦୁଧଛେନାସଙ୍ଗେ ଚିନି ମିଶାଯାଇ କରେଇରେ ସନ୍ତୁଳା ହୋଇ ପ୍ରସ୍ତୁତ କରାଯିବା ମିଷ୍ଟାନ୍ନବିଶେଷ
  • ସନ୍ଦେହ