ସବୁ

ଉଇକିଅଭିଧାନ‌ରୁ

ଦେ. ସର୍ବ୍ବ ନାମ[୧][ସମ୍ପାଦନା]

ମୂଳ: ସର୍ବ, (ସଂସ୍କୃତ)

  • ସର୍ବ
    • ଉଦାହରଣ - ସବୁ ଶସ୍ତ୍ର ଅସ୍ତ୍ରେ ସେ ହୋଇଲେ କୁଶଳ - କୃଷ୍ଣସିଂହ. ମହାଭାରତ
  • ଅନ୍ୟ ଶବ୍ଦ ପରେ ବହୁ-ବଚନାର୍ଥରେ ବ୍ୟବହୃତ ପଦାଂଶ
    • ଦ୍ର - ସବୁ ଲୋକ=ସମସ୍ତ ଲୋକ; ଲୋକ ସବୁ= ଲୋକମାନେ

ଆଧାର[ସମ୍ପାଦନା]

  1. ପ୍ରହରାଜ, ଗୋପାଳ ଚନ୍ଦ୍ର. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsal.uchicago.edu. URL accessed on 10 January 2013.