ସମଭିବ୍ୟାହାରୀ

ଉଇକିଅଭିଧାନ‌ରୁ

ବିଶେଷ୍ୟ ଓ ବିଶେଷଣ [୧][୨][ସମ୍ପାଦନା]

  • ସଂସ୍କୃତ,ପୁଂଲିଙ୍ଗ
  • ସମଭିବ୍ୟାହାର;ସମଭିବ୍ୟାହାରିତା;ସମଭିବ୍ୟାହୃତି- ବିଶେଷ୍ୟ
  • ସମଭିବ୍ୟାହାରିଣୀ- ସ୍ତ୍ରୀଲିଙ୍ଗ
  • ସମଭିବ୍ୟାହାର+ ଇନ୍
    • ସଙ୍ଗୀ;ସାଥୀ ( Associate; companion )
    • ଏକତ୍ର ଗମନକାରୀ; ସହଗାମୀ( Going together )

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୮୧୬୯
  2. ପ୍ରମୋଦ ଓଡିଅ ଅଭିଧାନ, ପୃଷ୍ଠା-୨୫୭୩