ସମ୍ପ୍ରତିପତ୍ତି

ଉଇକିଅଭିଧାନ‌ରୁ

ସମ୍ପ୍ରତିପତ୍ତି

==ସଂସ୍କୃତ (ବିଶେଷ୍ୟ)== (ସମ୍+ପ୍ରତିପତ୍ତି)

  • ସମ୍ଯକ୍ ଜ୍ଞାନ
  • (ହିନ୍ଦୁ ସ୍ମୃତି) ଏକ୍ରର୍; ଅଭିୟୁକ୍ତ ବ୍ଯକ୍ତିର ଅପରାଧ ସ୍ବୀକାର (ମନୁ 518)
  • (ହିନ୍ଦୁ ସ୍ମୃତି) ପ୍ରତିବାଦୀର ଏକ୍ରାରୀ ଜବାବ
  • ସ୍ବୀକାର
  • ଚୁକ୍ତି
  • ସାହଚର୍ୟ୍ଯ
  • ଉପସ୍ଥିତ
  • ଆକ୍ରମଣ
  • ସମ୍ପାଦନ
  • ଘଟନା