ସମ୍ପ୍ରଯୋଗ

ଉଇକିଅଭିଧାନ‌ରୁ

ସମ୍ପ୍ରଯୋଗ

[ସଂପ୍ରଯୋଗ ଇତ୍ଯାଦି—ଅନ୍ଯରୂପ]

ସମ୍ପ୍ରୟୁକ୍ତ, ସମ୍ପ୍ରୟୋଜିତ (ଣିଚ୍), ସମ୍ପ୍ରୟୋଜକ, ସମ୍ପ୍ରଯୋଗୀବିଣ

ସଂସ୍କୃତ (ବିଶେଷ୍ୟ) (ସମ୍+ପ୍ର+ଯଜ୍ ଧାତୁ=ଯୋଗ କରିବା +ଭାବ. ଅ)

  • ବିନିଯୋଗ; ପ୍ରଯୋଗ
  • ଧନାଦର ବୃଦ୍ଧି ନିମନ୍ତେ ପ୍ରଯୋଗ; ଧନ ପ୍ରଯୋଗ; ଲାଭପାଇଁ ବା ସୁଧପାଇଁ ଟଙ୍କା ଖଟାଇବା
  • ମାରଣ, ବଶୀକରଣ; ଉଚ୍ଚାଟନ ଆଦି ତାନ୍ତ୍ରିକ କ୍ରିୟା
  • ଇନ୍ଦ୍ରଜାଲ; କୁହୁକ
  • ସାପେକ୍ଷତା
  • ସମ୍ବନ୍ଧ
  • ସଂଯୋଗ
  • ୟୌନ ସଙ୍ଗମ; ସଂପର୍କ; ରମଣ; ମୌଥୁନ
  • ଲମ୍ପଟ୍ଯ
  • ସଂୟୋଗ; ମିଳତ
  • ଧାରା
  • ତାନ୍ତ୍ରିକ ଅଭିଚାର (ୟଥା—ମାରଣ, ବଶୀକରଣ, ଉଚ୍ଚାଟନ)ର ପ୍ରଯୋଗ (ବିଶ୍ବକୋଷ)
  • ଦୁଇ ପଦାର୍ଥକୁ ଯୋଡ଼ିବା ପଦାର୍ଥ ବା ମୁଦିଆ