ସମ୍ପ୍ରୟୋଗୀ

ଉଇକିଅଭିଧାନ‌ରୁ

ସମ୍ପ୍ରୟୋଗୀ

ସଂସ୍କୃତ (ବିଶେଷଣ)[ସମ୍ପାଦନା]

ପୁଂ (ସମ୍+ପ୍ର+ୟୁଜ ଧାତୁ=ୟୋଗ କରିବା+କର୍ତ୍ତୃ. ଇନ୍, 1ମା. 1ବ)

  • ସମ୍ପ୍ରଯୋଗକାରୀ
  • ଐଦ୍ରଜାଲିକ; ତାନ୍ତ୍ରିକ ଅଭିଚାର ପ୍ରଯୋଗକାରୀ
  • କାମୁକ; କଳାକେଳି
  • ଲମ୍ପଟ

ସଂସ୍କୃତ (ବିଶେଷ୍ୟ)[ସମ୍ପାଦନା]

  • ଧନ ଖଟାଇବା ବ୍ଯକ୍ତି
  • ଐନ୍ଦ୍ରଜାଲିକ
  • ଲମ୍ପଟ ବ୍ଯକ୍ତି
  • ଅନୈସର୍ଗିକ ଉପାଯରେ ଇନ୍ଦ୍ରିଯ ଚରିତାର୍ଥକାରୀ ବ୍ଯକ୍ତି