ସମ୍ବେଦ

ଉଇକିଅଭିଧାନ‌ରୁ

ବିଶେଷ୍ୟ(ସଂସ୍କୃତ) [୧][୨][ସମ୍ପାଦନା]

  • ସମ୍+ ବିଦ୍ ଧାତୁ= ଜାଣିବା+ଭାବ. ଅ
  • ସଂବେଦ- ଅନ୍ୟରୂପ
    • ଅନୁଭବ
    • ଜ୍ଞାନବୋଧ
    • ଜ୍ଞାନ
    • ବୋଧ

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭଷାକୋଷ, ପୃଷ୍ଠା- ୮୨୩୭
  2. ପ୍ରମୋଦ ଓଡ଼ିଆ ଅଭିଧାନ, ପୃଷ୍ଠା- ୨୬୦୦