ସମ୍ଭ୍ରମ

ଉଇକିଅଭିଧାନ‌ରୁ

(ସଂସ୍କୃତ)ବିଶେଷ୍ୟ(ସମ୍+ଭ୍ରମ୍ ଧାତୁ =ଭ୍ରମଣକରିବା +ଭାବ .ଅ )[୧][ସମ୍ପାଦନା]

  • ଭ୍ରମଣ
  • ଘୂର୍ଣ୍ଣନ
  • ମହାଭ୍ରମ;ଭ୍ରାନ୍ତି
  • ଭୟ
  • ଭୟ ବା ଆନନ୍ଦଜନିତ ଆବେଗ;ଉଦ୍ ବେଗ
  • ମର୍ଯ୍ୟାଦା;ସମାଦର;ଆଦର;ସମ୍ମାନ;ଗୌରବ;ଖାତିର
  • ଭଦ୍ରତା
  • ଭକ୍ତିଜନିତ ବ୍ୟସ୍ତତା ବା ଉତ୍ କଣ୍ଠା;ଭୟମିଶ୍ରିତ ଭକ୍ତି
  • ଆସ୍ଥା;ବିଶ୍ଵାସ;ବ୍ୟବସାୟରେ ବା ସମାଜରେ ସାଧାରଣଙ୍କର ଆସ୍ଥା

[ସଂଭ୍ରମ ଇତ୍ୟାଦି -ଅନ୍ୟରୂପ]

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ ,ପୃଷ୍ଠା -୮୨୪୩