ସହ୍ୟ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ସହନୀୟ; ସହନଯୋଗ୍ୟ; ସୋଢ଼ବ୍ୟ; ସହି ହେବାର ଯୋଗ୍ୟ
  • ସୁମଧୁର
  • ସମାନ
  • ପ୍ରଚୁର
  • ମନୋଜ୍ଞ
  • ଶକ୍ତ; ସମର୍ଥ
  • ପ୍ରିୟ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଆରୋଗ୍ୟ
  • ସାମ୍ୟ
  • ପଶ୍ଚିମ ଘାଟ