ସାକ୍ଷୀ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ସାକ୍ଷାତଦ୍ରଷ୍ଟା ବ୍ୟକ୍ତି
  • ଯେ କୌଣସି ଘଟନା ସ୍ଵଚକ୍ଷୁରେ ଦେଖିଥାଏ; ଉପଦ୍ରଷ୍ଟା
  • ବୃତ୍ତାନ୍ତକ ବ୍ୟକ୍ତି
  • ଯେଉଁ ବ୍ୟକ୍ତି ନିଜେ ଦେଖିଥିବା ଓ ଜାଣିଥିବା ବିଷୟ ଧର୍ମାଧି କରଣରେ ବିଚାରକଙ୍କ ନିକଟରେ ପ୍ରକାଶ କରେ
  • ସାକ୍ଷି ଇତ୍ୟାଦି

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ବୃତ୍ତାନ୍ତକ
  • ଦେଖିଥିବା ବିଷୟର କଥକ