ସାହସ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଅପରାଧର ଦଣ୍ଡ
  • ଅର୍ଥଦଣ୍ଡ
  • ବଳାତ୍କାର କୃତକାର୍ଯ
  • ଦୁଷ୍କୃତ କର୍ମ; ଅପରାଧ; ପାପ
  • ଅବିମୃଷ୍ୟକୃତ କାର୍ଯ୍ୟ
  • ଦ୍ଵେଷ
  • ନରହତ୍ୟା, ଡକାଇତି ଓ ପରଦାରଗମନାଦି ବଳପ୍ରୟୋଗୟୁକ୍ତ ଅପରାଧ
  • ନରହତ୍ୟା
  • ବଳାତ୍କାରରେ ଦସ୍ୟୁତା; ପର ଦ୍ରବ୍ୟର ବଳପୂର୍ବକ ଅପହରଣ
  • ଅବିମଷ୍ୟକାରୀ କର୍ମ
  • ଭୟରାହିତ୍ୟ; ନିର୍ଭିକତା
  • ଦମ୍ଭ; ବିକ୍ରମ; ଶୌର୍ଯ୍ୟ
  • ଅତ୍ୟାଚାର
  • ଅନୌଚିତ
  • ଧୃଷ୍ଟତା
  • ଅଗ୍ନି ବିଶେଷ; ଯାଗଯଜ୍ଞରେ ସ୍ଥାପିତ ଅଗ୍ନି