ସିଂହାସନ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ରାଜଗାଦି; ସ୍ଵର୍ଣ୍ଣମୟ ରାଜାସନ; ଯାହା ଉପରେ ବସି ରାଜା ରାଜପଦରେ ଅଭିଷିକ୍ତ ହୁଅନ୍ତି
  • ଦେବତାଙ୍କର ବିଜେ କରିବା ଆସନ ବା ବଇଠି
  • ଯୋଗାସନ ବିଶେଷ
  • ଷୋଡଶ ରତି ବନ୍ଧାନ୍ତର୍ଗତ ଚତୁର୍ଦଶ ବନ୍ଧ