ସିଦ୍ଧାନ୍ତ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ମୀମାସାଂ; ବିଚାରର ଶେଷ ଫଳ; ଉତ୍ତମ ରୂପେ ବିଚାର ପରେ ସ୍ଥିର କରାଯିବା ମତ
  • ପୂର୍ବ ପକ୍ଷ ମୀମାସାଂପୂର୍ବକ ସିଦ୍ଧପକ୍ଷ ସ୍ଥାପନ
  • ନନବିଧ ପ୍ରାଚୀନ ଜ୍ୟୋତିର୍ଗନ୍ଥବିଶେଷ
  • ତନ୍ତ୍ରାଧିକରଣାଭ୍ୟୁପଗମ ସଂସ୍ଥିତି
  • ସମ୍ମତି
  • ନିର୍ଣୀତ ଅର୍ଥ
  • ମୁଖ୍ୟ ଉଦେଶ୍ୟ ବା ଲକ୍ଷ୍ୟ
  • କୌନସି ଶାସ୍ତ୍ରର ବା ବିଜ୍ଞାନର ଶାଖା

ବିଶେଷଣ (ଦେଶଜ)[ସମ୍ପାଦନା]

  • ମୀମାଂସିତ
  • ଜ୍ଞାନପ୍ରାପ୍ତ