ସୁଖ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ହର୍ଷ
  • ଆନନ୍ଦ; ମନର ପ୍ରୀତି
  • ସ୍ଵାଚ୍ଛନ୍ଦ୍ୟ
  • ଜଳ
  • ସ୍ଵର୍ଗ
  • ବୃଦ୍ଧି ନାମକ ଔଷଧ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ସୁଖଜନକ; ପ୍ରୀତିକର
  • ପ୍ରିୟ
  • ମନୋହର
  • ସୁଖଯୁକ୍ତ; ସୁଖୀ; କଷ୍ଟବିହୀନ
  • ମଧୁର
  • ସୁସ୍ଥତାଯୁକ୍ତ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ସୁସ୍ଥତା; ଆରୋଗ୍ୟ; ସ୍ଵାସ୍ଥ୍ୟ
  • ସୁଖକର ଅବସ୍ଥା

ବିଶେଷଣ (ଦେଶଜ)[ସମ୍ପାଦନା]

  • ସୁସ୍ଥତାଯୁକ୍ତ

ବିଶେଷ୍ୟ (ଗ୍ରାମଜ)[ସମ୍ପାଦନା]

  • ଶୁଖ

ବିଶେଷଣ (ଗ୍ରାମଜ)[ସମ୍ପାଦନା]

  • ଶୁଖ