ସୁଗନ୍ଧ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ସୁବାସ; ମନୋହର ଗନ୍ଧ; ସୌରଭ
  • ଚନ୍ଦନ
  • ନୀଳୋତ୍ପକ
  • ଗ୍ରନ୍ଥିପର୍ଣ୍ଣ; ଗଣ୍ଠିଅନା
  • ଗନ୍ଧ ତୃଣ
  • କ୍ଷୁଦ୍ର ଜୀରକ
  • ରକ୍ତଶିଗ୍ରୁ; ନାଲି ସଜନା
  • ଗନ୍ଧକ
  • ଚଣକ; ଚଣା
  • ଭୃତୁଣ
  • ଶ୍ରୀଖଣ୍ତଚନ୍ଦନ
  • ଶବରଚନ୍ଦନ
  • ଗନ୍ଧରାଜ ଫୁଲ
  • ଧୁନା
  • ଶାଳି ଧାନ୍ୟ; ବାସବତୀ ଧାନ
  • ମରୁବକ
  • ମାଧବୀଲତା
  • କସେରୁ
  • ସଫେଦ ଜୁଆରା
  • କିଆ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଗନ୍ଧବହ; ସଦଗନ୍ଧମିଶ୍ରିତ; ସୁଗନ୍ଧିତ
  • ଗନ୍ଧ ସମବାୟାତିରିକ୍ତ ସମ୍ବନ୍ଧଦ୍ଵାରା ସମ୍ବନ୍ଧବିଶିଷ୍ଟ