ସେବା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ପରିଚର୍ଯ୍ୟା
  • ଦାସ୍ୟ
  • ଆରାଧନା; ଉପାସନା
  • ଧାରାବାହିକ ଚର୍ଚ୍ଚା
  • ଅନୁରକ୍ତି
  • ବାସ
  • ସମ୍ଭୋଗ
  • ଚାଟୁବାକ୍ୟ