ସୌରଭ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ସୁଗନ୍ଧ; ସୁବାସ
  • ସୌନ୍ଦର୍ଯ୍ୟ
  • ସୌଗନ୍ଧ୍ୟ
  • କୁଙ୍କୁମ
  • ଗୁଣଗୌରବ
  • ବୋଳ; ଝୁଣା
  • ତୁମ୍ବୁରୁ ବୃକ୍ଷ ଓ ତଜ୍ଜାତ ଗନ୍ଧ ଦ୍ରବ୍ୟ
  • ଆମ୍ବ
  • ସାମ ବିଶେଷ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ସୁଗନ୍ଧିତ
  • ସୁରଭି ଗାଈଠାରୁ ଉତ୍ପନ୍ନ