ସ୍ତମ୍ଭ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଜଡ଼ଭାବ; ଖୁଣ୍ଟପରି ନିଶ୍ଚଳ ଭାବରେ ଅବସ୍ଥାନ; ନିଷ୍ପତିଭତା
  • ନିଶ୍ଚେଷ୍ଟତା
  • ଖୁଣ୍ଟ; ଖମ୍ବ
  • ଦେହର ନିଶ୍ଚେଷ୍ଟତାରୂପ ବିକାର ବିଶେଷ
  • ଗଛର ଗଣ୍ତି
  • ଦେହର ଅଚୈତନ୍ୟଜନିତ ସ୍ଥିରାବସ୍ଥା
  • ପ୍ରତିବନ୍ଧ
  • ଇନ୍ଦ୍ରଜାଲଦ୍ଵାରା ଚେଷ୍ଟାରୋଧ
  • ରୋଧ
  • ରୋଗାଦି ହେତୁ ଅଜ୍ଞାନ ଅବସ୍ଥା
  • ଠେକ
  • ନିର୍ବୋଧପଣ