ସ୍ଥାପନ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ନିବେଶନ; ରଖିବା; ଖୋଲିବା
  • ପ୍ରତିଷ୍ଠା କରିବା; ଥାପିବା
  • ଅର୍ପଣ
  • ନିୟୋଗ କରଣ
  • ପୁଂସବନ; ହିନ୍ଦୁଙ୍କର ଦ୍ଵିତୀୟ ସଂସ୍କାର
  • ସମାଧି
  • କୌଣସି ନୁଆ କାମ କରିବା
  • ପ୍ରତିପାଦନ; ପ୍ରମାଣିତ କରଣ
  • ଶରୀରରକ୍ଷାର ବା ଆୟୁବୃଦ୍ଧିର ଉପାୟ
  • ରୋଧ କରିବା ଉପାୟ
  • ଆଳୟ; ଆଳାସ; ଗୃହ
  • ଅନ୍ନରାଶି
  • ନିରୂପଣ