ସ୍ଥିତ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ରହିଥିବା; ଅବସ୍ଥିତି
  • କୃତାବସ୍ଥାନ; ଅସୀନ
  • ସ୍ଥିର; ନିଶ୍ଚଳ
  • ବର୍ତ୍ତମାନ; ଉପସ୍ଥିତ; ବିଦ୍ୟମାନ
  • ଅଚଳ
  • ଅପରିବର୍ତ୍ତନଶୀଳ
  • ଦଣ୍ତାୟମାନ
  • ଊର୍ଧ୍ୟ
  • ପ୍ରତିଜ୍ଞାବିଶିଷ୍ଟ; ଦୃଢ଼ପ୍ରତିଜ୍ଞା
  • ବାସ କରୁଥିବା