ସ୍ମୃତି

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • କାନ୍ତକାଳରେ ଅନୁଭୂତ ବିଷୟର ଜ୍ଞାନ ବା ଚିନ୍ତନ; ସ୍ମରଣଶକ୍ତିଦ୍ଵାରା ସଞ୍ଚିତ ଜ୍ଞାନ; ସ୍ମରଣ
  • ପୂର୍ବେ ଅନୁଭୂତ ହୋଇଥିବା ପ୍ରିୟ ବିଷୟମାନଙ୍କର ଚିନ୍ତା
  • ଚିନ୍ତନ; ଧ୍ୟାନ
  • ମନ୍ଵାଦିକୃତ ଧର୍ମସଂହିତା; ଧର୍ମଶାସ୍ତ୍ର
  • ଦକ୍ଷ କନ୍ୟା ଅଙ୍ଗିରାପତ୍ନୀଙ୍କ ଗର୍ଭରୁ ଉତ୍ପନ୍ନା କନ୍ୟା
  • ଅଠର ସଂଖ୍ୟା
  • ଛନ୍ଦୋବିଶେଷ
  • ଇଚ୍ଛା; କାମନା