ସ୍ଵଚ୍ଛ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଅତି ନିର୍ମଳ
  • ପ୍ରତିବିମ୍ବଧାରଣକ୍ଷମ
  • ଶୁଭ୍ର
  • ରୋଗବିମୁକ୍ତ
  • ନିଷ୍କପଟ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ମୁକ୍ତା
  • ରାଜ ନିର୍ଘଣ୍ଟ
  • ବଦରୀ ବୃକ୍ଷ
  • ଅଭ୍ରକ
  • ସ୍ଵର୍ଣ୍ଣାମାକ୍ଷିକ
  • ରୌପ୍ୟମକ୍ଷିକ
  • ସ୍ଵର୍ଣ୍ଣ ଓ ରୌପ୍ୟର ମିଶ୍ରଣ
  • ବିମଳ ଉପରସ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ମନର ପ୍ରସନ୍ନତା
  • ମନର ଅକୁଣ୍ଠିତ ଭାବ

ବିଶେଷଣ (ଦେଶଜ)[ସମ୍ପାଦନା]

  • ଉଚିତ; ଯଥାର୍ଥ
  • କୁଣ୍ଠା ରହିତ