ସ୍ଵାର୍ଥ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ନିଜର ପ୍ରୟୋଜନ; ଆତ୍ମପ୍ରୟୋଜନ; ନିଜକାର୍ଯ୍ୟ
  • ସ୍ଵକୀୟଧନ; ନିଜର ଅର୍ଥ; ସ୍ଵୀୟବସ୍ତୁ
  • ନିଜର ଉଦ୍ଦିଷ୍ଟ ବିଷୟ
  • ନିଜର ବ୍ୟକିଗତ ଉଦ୍ଦେଶ୍ୟ
  • ଲିଙ୍ଗାର୍ଥ ବିଶେଷ; ଶବ୍ଦର ସ୍ଵାଭାବିକ ବା ସହଜ ଅର୍ଥ

ବିଶେଷଣ (ଗ୍ରାମଜ)[ସମ୍ପାଦନା]

  • ସାର୍ଥ; ସାର୍ଥକ
  • ସିଦ୍ଧିଯୁକ୍ତ