ହାସ୍ୟ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ହସ
  • ହସିବା କର୍ମ
  • ରସବିଶେଷ; କୌତୁକୋଦ୍ଭବ ରସ
  • ପରିହାସ; ଥଟ୍ଟା
  • ଉପହାସ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଉପହସନୀୟ