Jump to content

ଗଳି

ଉଇକିଅଭିଧାନ‌ରୁ

ଗଳି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଗଳ; ଗଳାପରି ସରୁ ଥିବାରୁ?)

[ସମ୍ପାଦନା]

ଦୁଇପାଖେ ଘର ବା ବାଡ଼ଥିବା କନ୍ଦି; ସରୁ ବା ଅଣଓସାରିଆ ବାଟ — Narrow lane; alley.

କନ୍ଦି କନ୍ଦି ହୋଇଣ ପଡ଼ିଛି ଦାଣ୍ଡ ଗଳି ପ୍ରାଚୀ. ବ୍ରହ୍ମନିରୂପଣଗୀତ