ଚର୍ମ
ଦେଖଣା
ଚର୍ମ
ଉଚ୍ଚାରଣ
[ସମ୍ପାଦନା](ଚର୍ମ୍ମ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଚର୍ ଧାତୁ+କରଣ ମନ୍ ୧ମା, ୧ବ ଯାହାଦ୍ୱାରା ବୋଧ ବା ସ୍ପର୍ଶ କରାଯାଏ)
[ସମ୍ପାଦନା]- ୧. ଚମଡ଼ା; ତ୍ୱକ୍; ଚମ — ୧. Skin.
- ୨. ଜୀବ ଦେହର ଛାଲ —୨. Hide.
- ୩. ଗଛର ଛେଲି; ବକଳ —୩. Back.
- ୪. ଢ଼ାଲ —୪. Shield.
- ୫. ବର୍ମ —୫. Armour.
- ୬. ମସଲାଦ୍ୱାରା କଷା ହୋଇ ପାଲିମ ଓ ସ୍ଥାୟୀ କରାଯାଇଥିବା ଚମଡ଼ା —୬. Leather.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଚରମ (ଦେଖ) - Charama (See)
କର୍ମ କରି କର୍ମକାଣ୍ଡ କଚି ଚର୍ମ କିପାଁକର ଅଭିମନସେ ଦୀ.କୃଷ୍ଣ. ରସକଲ୍ଲୋଳ