ଚାଟ
ଦେଖଣା
ଚାଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଚଟ୍ ଧାତୁ= ବଧ କରିବା+କର୍ତ୍ତୃ ଅ; ତୁଳ ଇଂରାଜୀ - ଚୀଟ୍)
[ସମ୍ପାଦନା]- ୧. ବିଶ୍ୱାସ ଘାତକ —୧. A perfidious person.
- ୨. ଚୋର —୨. Thief.
- ୩. ଠକ —୩. A cheat.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛାତ୍ର; ନବ୍ୟ ସଂସ୍କୃତ - ଚଟ୍ଟ; ସଂସ୍କୃତ - ଚେଟକ= ସେବକ, ଦାସ)
[ସମ୍ପାଦନା]- ୧. ପାଠଶାଳାରେ ପଢୁଥିବା ଛାତ୍ର; ଶିଷ୍ୟ — ୧. Student reading in a school.
- [ଉଦାହରଣ: କାହିଁ ବା ଚାଟେ ଚାହାଳିରେ ପଢ଼ନ୍ତି ପୋଥି ଧୀରେ ଧୀରେ— ମଧୁସୂଦନ, ଛନ୍ଦମାଳ ]
- ୨. ବତ୍ସ; କୁମାର; ପୁଅ —୨. Son.
- [ଉଦାହରଣ: ସେ ଦେଶେ ଯାଇଣ ହେଲେ ପବନଙ୍କ ଚାଟ—କୃଷ୍ଣସିଂହ, ମହାଭାରତ, ସଭା ]
- ୩. (ସଂସ୍କୃତ - ଚଟ୍ଟୁ; ପାଲା ଚାଟି=ପାତ୍ର) ବଡ଼ ଡ଼ାଲା; ତାଟ — ୩. A large shallow tray.
- ୪. (ସଂସ୍କୃତ - ଚକ୍ଷଣ) ଚାଟ୍ (୧) (ଦେଖ) - ୪. Chāṭ (୧) (See)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବିଦ୍ୱାନ୍ —୧. Learned.
(ଚାଟପୁଅ ଚାଟ, ପଟପୁଅ ଭାଟ—ଢଗ)
- ୨. ବିଦ୍ୟାର୍ଥୀ —୨. Bent on studying.