ମଗର
Appearance
ମଗର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମକର)
[ସମ୍ପାଦନା]- ୧. ମକର (ଦେଖ) - ୧. Makara (See)
(ଉ—କଳା ମୁଣ୍ଡ ଜଳେ ଛଟକେ ଦେଖାଇ, ବୁଲଇ ମଗର ଏଣେ ତେଣେ ଧାଇଁ ରାଧାନାଥ. ଚିଲିକା)
- ୨. ନେପାଳି ଜାତିବିଶେଷ (ହିନ୍ଦୀ - ଶ) —୨. A class of the Nepalese.
ପ୍ରାଦେଶିକ - (ଗଡ଼ଜାତ. ସମ୍ୱଲପୁର)
[ସମ୍ପାଦନା]କୁମ୍ଭୀର —Alligator.