ସବୁ
Appearance
ମୂଳ: ସର୍ବ, (ସଂସ୍କୃତ)
- ସର୍ବ
- ଉଦାହରଣ - ସବୁ ଶସ୍ତ୍ର ଅସ୍ତ୍ରେ ସେ ହୋଇଲେ କୁଶଳ - କୃଷ୍ଣସିଂହ. ମହାଭାରତ
- ଅନ୍ୟ ଶବ୍ଦ ପରେ ବହୁ-ବଚନାର୍ଥରେ ବ୍ୟବହୃତ ପଦାଂଶ
- ଦ୍ର - ସବୁ ଲୋକ=ସମସ୍ତ ଲୋକ; ଲୋକ ସବୁ= ଲୋକମାନେ
ଆଧାର
[ସମ୍ପାଦନା]- ↑ ପ୍ରହରାଜ, ଗୋପାଳ ଚନ୍ଦ୍ର. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsal.uchicago.edu. URL accessed on 10 January 2013.